ଟାଜେମେଟୋଷ୍ଟାଟ
Clinical data | |
---|---|
Trade names | Tazverik, others |
Synonyms | EPZ-6438 |
AHFS/Drugs.com | monograph |
MedlinePlus | a620018 |
data |
|
Routes of administration | By mouth[୧] |
Legal status | |
Legal status |
|
Identifiers | |
| |
Chemical and physical data | |
Formula | C34H44N4O4 |
Molar mass | ୫୭୨.୭୫ g·mol−1 |
3D model (JSmol) | |
| |
|
ଟାଜେମେଟୋଷ୍ଟାଟ (ଇଂରାଜୀ ଭାଷାରେ Tazemetostat), ଟାଜଭେରିକ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଅସ୍ତ୍ରୋପଚାର ସାହାଯ୍ୟରେ ବାହାର କରିହେଉନଥିବା ଏବଂ ଅନ୍ୟାନ୍ୟ ଚିକିତ୍ସାରେ ବିଫଳ ହେଉଥିବା ନନ୍-ହଜକିନ୍ସ ଲିମ୍ଫୋମା ରୋଗମାନଙ୍କରେ ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯନ୍ତ୍ରଣା, ଥକାପଣ, ଅଇ, ଅରୁଚି, ବାନ୍ତି ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଟି-ସେଲ୍ ଲିମ୍ଫୋବ୍ଲାଷ୍ଟିକ ଲିମ୍ଫୋମା, ମାୟେଲୋଡିସପ୍ଲାଷ୍ଟିକ୍ ସିଣ୍ଡ୍ରୋମ ଏବଂ ଆକ୍ୟୁଟ୍ ମାଇଲୋଏଡ୍ ଲ୍ୟୁକେମିଆ ସହିତ ଦ୍ୱିତୀୟକ କର୍କଟ ହୋଇପାରେ ।[୨] ଏହା ଇଜେଡଏଚ୨ (EZH2)ର କାର୍ଯ୍ୟକଳାପକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩]
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟାଜେମେଟୋଷ୍ଟାଟ ଅନୁମୋଦିତ ହୋଇଥିଲା ।[୧] ୨୦୨୧ ସୁଦ୍ଧା ୟୁରୋପରେ ସମ୍ପୂର୍ଣ୍ଣ ଅନୁମୋଦନ ହୋଇନାହିଁ; ଯଦିଓ ଏକ ଅନାଥ ନାମକରଣ ଦିଆଯାଇଛି ।[୪] [୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହା ପିଛା ପ୍ରାୟ ୧୭,୩୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Tazemetostat Monograph for Professionals". Drugs.com (in ଇଂରାଜୀ). Archived from the original on 11 July 2021. Retrieved 24 September 2021.
- ↑ "FDA approves first treatment option specifically for patients with epithelioid sarcoma, a rare soft tissue cancer" (Press release). 23 January 2020. Archived from the original on 25 December 2020. Retrieved 23 January 2020.
- ↑ Lue JK, Amengual JE (October 2018). "Emerging EZH2 Inhibitors and Their Application in Lymphoma". Curr Hematol Malig Rep. 13 (5): 369–382. doi:10.1007/s11899-018-0466-6. PMID 30112706.
- ↑ "Tazemetostat". SPS - Specialist Pharmacy Service. 17 September 2019. Archived from the original on 24 May 2021. Retrieved 24 September 2021.
- ↑ "EU/3/18/2004: Orphan designation for the treatment of diffuse large B-cell lymphoma". Archived from the original on 24 September 2021. Retrieved 24 September 2021.
- ↑ "Tazverik Prices, Coupons and Patient Assistance Programs". Retrieved 24 September 2021.