କ୍ରିସାବୋରୋଲ
Clinical data | |
---|---|
Pronunciation | /juːˈkrɪsə/ yoo-KRIS-ə |
Trade names | Eucrisa, Staquis |
Synonyms | AN-2728 |
AHFS/Drugs.com | monograph |
MedlinePlus | a617019 |
data |
|
Pregnancy category | |
Routes of administration | Topical (ointment) |
Legal status | |
Legal status | |
Identifiers | |
| |
ECHA InfoCard | 100.225.309 |
Chemical and physical data | |
Formula | C14H10BNO3 |
Molar mass | ୨୫୧.୦୫ g·mol−1 |
3D model (JSmol) | |
| |
|
କ୍ରିସାବୋରୋଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଇଉକ୍ରିସା, ହେଉଛି ଏକ ଔଷଧ ଯାହା ଏକଜିମା (ଆଟୋପିକ୍ ଡର୍ମାଟାଇଟିସ୍) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଦୁଇ ମାସରୁ ଅଧିକ ବୟସର ପିଲାର ସାମାନ୍ୟରୁ ମଧ୍ୟମ ଧରଣର ରୋଗ ପାଇଁ ବ୍ୟବହୃତ ହୁଏ ।[୧] ଏହା ଚର୍ମରେ ପ୍ରୟୋଗ କରାଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରୟୋଗ ସ୍ଥଳରେ ଜ୍ୱଳନ କିମ୍ବା ଫୋଡ଼ିହେବା ଅନୁଭବ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଏହା ଏକ ଫସଫୋଡାଇଏଷ୍ଟେରେଜ୍ 4 (PDE-4) ଇନହିବିଟର ଯାହା ସାଇଟୋକାଇନ ନିର୍ଗତକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧] [୨]
୨୦୧୬ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ରିସାବୋରୋଲକୁ ଅନୁମୋଦନ କରାଯାଇଥିଲା ।[୧] [୨] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏକ ୬୦ ଗ୍ରାମ ଟ୍ୟୁବ୍ ମୂଲ୍ୟ ପ୍ରାୟ ୬୮୦ ଡଲାର ଥିଲା । [୩] ଯୁକ୍ତରାଜ୍ୟରେ ଏହା ଅନୁମୋଦିତ ହୋଇଥିଲେ ମଧ୍ୟ ଏହା ୨୦୨୨ ସୁଦ୍ଧା ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Eucrisa- crisaborole ointment". DailyMed. 21 April 2020. Archived from the original on 23 March 2021. Retrieved 28 April 2020.
- ↑ ୨.୦ ୨.୧ ୨.୨ ୨.୩ "Staquis EPAR". European Medicines Agency (EMA). 29 January 2020. Archived from the original on 2 November 2021. Retrieved 28 April 2020.
- ↑ "Crisaborole Prices, Coupons & Savings Tips - GoodRx". GoodRx. Retrieved 7 January 2022.
- ↑ "Crisaborole". SPS - Specialist Pharmacy Service. 8 January 2016. Archived from the original on 11 October 2021. Retrieved 7 January 2022.