ଓଲାନଜାପାଇନ/ସାମିଡୋରଫାନ
Combination of | |
---|---|
Olanzapine | Atypical antipsychotic |
Samidorphan | Opioid antagonist |
Clinical data | |
Trade names | Lybalvi |
Synonyms | ALKS-3831; OLZ/SAM |
AHFS/Drugs.com | |
MedlinePlus | a621051 |
data | |
Routes of administration | By mouth |
Legal status | |
Legal status |
ଓଲାନଜାପାଇନ/ସାମିଡୋରଫାନ ( OLZ / SAM ), ଲିବାଲଭି ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣଯାହା ସିଜୋଫ୍ରେନିଆ ଏବଂ ବାଇପୋଲାର ଡିଜଅଡର ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨] ଏହି ମିଶ୍ରଣରେ ଓଲାନଜାପାଇନ ଯାହା ଏକ ଆଟିପିକାଲ୍ ଆଣ୍ଟିସାଇକୋଟିକ ଏବଂ ସାମିଡୋର୍ଫାନ ଯାହା ଏକ ଓପିଓଏଡ ଆଣ୍ଟାଗୋନିଷ୍ଟ ଥାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଓଜନ ବୃଦ୍ଧି, ନିଦ୍ରାଳୁ ଭାବ, ଶୁଖିଲା ପାଟି, ମୁଣ୍ଡବିନ୍ଧା, କମ୍ପନ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଡିମେନ୍ସିଆ ଯୋଗୁ ମୃତ୍ୟୁ ଆଶଙ୍କା, ଓପିଓଏଡ ପ୍ରତ୍ୟାହାର, ନିଉରୋଲେପ୍ଟିକ୍ ମାଲିଗାଣ୍ଟ ସିଣ୍ଡ୍ରୋମ, ମଧୁମେହ, ଟାର୍ଡିଭ ଡିସକାଇନେସିଆ, ଛିଡା ହେବା ସମୟରେ ନିମ୍ନ ରକ୍ତଚାପ ଏବଂ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ ।[୨] ଓପିଓଏଡ୍ ଗ୍ରହଣ କରୁଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଅନୁଚିତ । ଓଲାନଜାପାଇନ୍ କିପରି କାମ କରେ ତାହା ଅସ୍ପଷ୍ଟ ଅଛି । [୨] ଓଲାନଜାପାଇନ ଯୋଗୁ ବଢ଼ିଥିବା ଓଜନ ହ୍ରାସ ସମିଡୋରଫାନ ଉପସ୍ଥିତ ଥାଏ ।[୩] [୪]
ଏହି ମିଶ୍ରଣକୁ ୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା ।[୨] ୨୦୨୨ ସୁଦ୍ଧା ଏହା ବ୍ରିଟେନ କିମ୍ବା ୟୁରୋପରେ ଉପଲବ୍ଧ ହୋଇନଥିଲା ।[୫] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୧୫୦୦ ଡଲାର ଖର୍ଚ୍ଚ ହେଉଥିଲା ।[୬]
ଆଧାର
[ସମ୍ପାଦନା]- ↑ https://www.accessdata.fda.gov/drugsatfda_docs/label/2021/213378s000lbl.pdf Archived 2022-10-28 at the Wayback Machine. ଛାଞ୍ଚ:Bare URL PDF
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "DailyMed - LYBALVI- olanzapine and samidorphan l-malate tablet, film coated". dailymed.nlm.nih.gov. Archived from the original on 29 October 2022. Retrieved 29 October 2022.
- ↑ Citrome L, Graham C, Simmons A, Jiang Y, Todtenkopf MS, Silverman B, DiPetrillo L, Cummings H, Sun L, McDonnell D (2021). "An Evidence-Based Review of OLZ/SAM for Treatment of Adults with Schizophrenia or Bipolar I Disorder". Neuropsychiatr Dis Treat. 17: 2885–2904. doi:10.2147/NDT.S313840. PMC 8437420. PMID 34526769.
{{cite journal}}
: CS1 maint: unflagged free DOI (link) - ↑ Paik J (August 2021). "Olanzapine/Samidorphan: First Approval". Drugs. 81 (12): 1431–1436. doi:10.1007/s40265-021-01568-0. PMID 34304374.
- ↑ "Olanzapine + samidorphan". SPS - Specialist Pharmacy Service. 18 January 2017. Archived from the original on 29 November 2021. Retrieved 29 October 2022.
- ↑ "Lybalvi Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 29 October 2022.